Play on Youtube

Likes

65
per views
1.6%

Comments

10
per views
0.2%

Channel | Channels

B R MOVIES

287K subscribers

Topic- Baraha Mihira || Odia Pala
            (ବରାହ ମିହିର)
            Gayak Bedabachaspati Bichitrananda Panda
            Bayak- Brahmananda Nayak
            Sripalia- Shiba Prasad Biswal
            Palia- Chandrasekhar Panda, Hemant Kumar Nath, Bapuji Bhuyan
            PART-6
            B R MOVIES

ଏହି ଭାଗର ସାରାଂଶ:-
                     ଏହି ପାଲାର ବିଷୟବସ୍ତୁ ହେଉଛି ବରାହ ମିହିର, ଏହି ପାଲାକୁ ଗାୟକ ବେଦବାଚସ୍ପତି ବିଚିତ୍ରାନନ୍ଦ ପଣ୍ଡା ଓ ସାଥିମାନେ ପରିବେଷଣ କରିଛନ୍ତି 

Thank You for watching this video. If you like this video then please hit the like button, share, and do subscribe to our channel for more such cultural and entertaining videos, also comment about your feedback in the comment section.

You can watch more Pala videos in these Playlists:-
ODIA PALA BHAJAN- https://youtube.com/playlist?list=PL6....
ODIA PALA COMEDY- https://youtube.com/playlist?list=PL6....
ODIA PALA ODISHI- https://youtube.com/playlist?list=PL6....

FOLLOW US ON:-
YouTube:- https://www.youtube.com/channel/UCBym....
Facebook:- https://www.facebook.com/biswaranjan.senapati.399.
Facebook Page:- https://www.facebook.com/brmoviesodia.
Twitter:- https://twitter.com/brmovies0101.
Blogger:- https://brmoviess.blogspot.com/.
Website:- http://brmovies.in
Click on this link to watch more videos on my related channel Urmi Entertainment:-  
https://www.youtube.com/channel/UCuHj....
Also, enjoy more Pala videos on our other channel here- 
https://www.youtube.com/channel/UCc2b....
-----------------------------------------------------------------
COPYRIGHT DISCLAIMER:-
All copyrights are reserved by B R MOVIES. Further reuse, misuse, or unauthorized use of the same content is strictly prohibited and may be subject to a copyright claim.
-----------------------------------------------------------------
ପାଲାର ସଂଜ୍ଞା :-
             ପାଲା ହେଉଛି ଆମ ଓଡିଶାବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି | 
          ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା 
-----------------------------------------------------------------
#BarahaMihira
#GayakBichitranandaPanda
#OdiaPala
#BRMOVIES
More